Police Rescue Half-Burnt Youth: ଟ୍ରାଫିକ ଛକରୁ ଅର୍ଦ୍ଧଦଗ୍ଧ ଯୁବକଙ୍କୁ ଉଦ୍ଧାର କଲା ପୋଲିସ, କେମିତି ଲାଗିଲା ନିଆଁ ?
ରସୁଲଗଡ଼ରୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର। ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ AIIMS ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ମଙ୍ଗୁ ଡାକୁଆ। ତାଙ୍କ ଘର ଭଞ୍ଜନଗରରେ ବୋଲି ଜଣାପଡିଛି। ଭୁବନେଶ୍ୱରରେ ବାରିକ କାମ କରୁଥିଲେ ମଙ୍ଗୁ ଡାକୁଆ। ବାହାରେ ନିଆଁ ଜଳୁଥିବା ବେଳେ ନିଆଁ ହଠାତ୍ ତାଙ୍କ ଦେହରେ ଲାଗିଯାଇଥିବା ସୂଚନା ମିଳିଛି। ତଦନ୍ତ ଜାରି ରଖିଛି ପୋଲିସ।
ରସୁଲଗଡ଼ରୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର
ରସୁଲଗଡ଼ ଟ୍ରାଫିକ ଛକରୁ ଅର୍ଦ୍ଧଦଗ୍ଧ ଯୁବକଙ୍କୁ ଉଦ୍ଧାର କଲା ପୋଲିସ
ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ AIIMS ସ୍ଥାନାନ୍ତର
ଯୁବକଙ୍କ ନାଁ ମଙ୍ଗୁ ଡାକୁଆ, ଘର ଭଞ୍ଜନଗର
ଭୁବନେଶ୍ୱରରେ ବାରିକ କାମ କରୁଥିଲେ ମଙ୍ଗୁ ଡାକୁଆ
ବାହାରେ ଜଳୁଥିବା ନିଆଁ ହଠାତ୍ ତାଙ୍କ ଦେହରେ ଲାଗିଯାଇଥିବା ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।