Prime Minister Modi: ମୋଦୀଙ୍କ ଜନ୍ମଦିନରେ ବାରାଣସୀରେ ଏକାଠୀ ହେବେ ସମସ୍ତ ଏନ୍ଡିଏ ମୁଖ୍ୟମନ୍ତ୍ରୀ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (ସେପ୍ଟେମ୍ବର ୧୭) ତାଙ୍କ ୭୬ତମ ଜନ୍ମଦିନ ପାଳନ କରିବେ।
ଏହି ଅବସରରେ ସମସ୍ତ ଏନ୍ଡିଏ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବାରାଣସୀ ଯିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଛନ୍ତି।Advertisment ଏକାସାଙ୍ଗରେ କରାଯିବ ଦୁଇଟି ବାଇକ ରାଲି ରିପୋର୍ଟ ଅନୁଯାୟୀ ବାରାଣସୀରୁ ମୋଦୀଙ୍କ ଜନ୍ମସ୍ଥାନ ଗୁଜରାଟର ଭାଡନଗର ପର୍ଯ୍ୟନ୍ତ ଓ ଭାଡନଗରରୁ ବାରାଣସୀ ପର୍ଯ୍ୟନ୍ତ ଏକାସାଙ୍ଗରେ ଦୁଇଟି ବାଇକ ରାଲି ଆରମ୍ଭ କରାଯିବ।
ଏହି ବାଇକ ରାଲି ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସମ୍ମାନ କରିବା ଉଚିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।