Puri Shock: Son Suspected of Hiding Mother’s Body Under Kitchen Slab

Aug 24, 2026 - 21:13
Puri Shock: Son Suspected of Hiding Mother’s Body Under Kitchen Slab

#ମାଆକୁ_ମାରି_ପ୍ଲାଷ୍ଟର୍_କରିଦେଲା_ପୁଅ
ମାଆକୁ ମାରି ରୋଷେଇ ଘରେ ପ୍ଲାଷ୍ଟର୍ କରିଦେଲା ପୁଅ। ପୁରୀରେ ପୁଅର ବୀଭତ୍ସ କାଣ୍ଡ। ପୁରୀ କୁମ୍ଭାରପଡ଼ାରେ ଘଟିଛି ଚାଞ୍ଚଲ୍ୟକର ଘଟଣା ! ମାଆଙ୍କୁ ହତ୍ୟା କରିବା ପରେ ଭଡ଼ାଘରର ରୋଷେଇ ଘର ସ୍ଲାବ ତଳେ ଶବକୁ ପ୍ଲାଷ୍ଟର କରି ପୁଅ ଲୁଚାଇଦେଇଥିବା ସନ୍ଦେହ କରାଯାଉଛି । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ, ଦୁଇ ମାସ ତଳେ ଜଣେ ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା ରହିଥିଲେ ।ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ମାରିଥିବା ବେଳେ ମାଆଙ୍କର ପତ୍ତା ମିଳୁନି । ତେବେ ସେ ଭଡ଼ା ରହୁଥିବା ରୋଷେଇ ଘରୁ ପ୍ରବଳ ଗନ୍ଧ ବାହାରୁଥିବାରୁ ସନ୍ଦେହ ବଢିଛି । ରୋଷେଇ ଘର ସ୍ଲାବ ତଳେ ମୃତଦେହକୁ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ଘର ମାଲିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ତନାଘନା ଚଳାଇଛି । ସ୍ଲାବ ତଳେ ପ୍ରକୃତରେ ଶବ ପୋତାଯାଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
#PuriNews#CrimeNews#PuriCrime#MurderInvestigation#OdishaNews#PoliceInvestigation#Kumbharpada#CrimeAlert#Puri_MurderCase#Kumbharpada_Crime#MotherSon_CrimeCase#OdishaTV#OTV

A shocking incident has been reported from Kumbharpada in Puri, where a son is suspected of killing his mother and concealing her body beneath the plastered slab of a rented house’s kitchen. According to the house owner, Manorama Sahu, a mother and son had been staying at the rented house for around two months. The son reportedly went missing from the previous day, while the whereabouts of the mother remain unknown. Suspicion grew after a strong foul smell reportedly emerged from the kitchen. The house owner informed the police, suspecting that the body had been concealed beneath the kitchen slab. Police have reached the spot and are investigating. It will be clear after the investigation whether a body was actually concealed beneath the slab.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।