Rajpal Yadav: ‘୫ କୋଟି ପାଇଁ ମୋର ୨୨ କୋଟି କ୍ଷତି କରିଦେଲେ’
"ଚେକ୍ ବାଉନ୍ସ ମାମଲାକୁ ନେଇ ବଲିଉଡ୍ର ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ୁଛି।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ପୁଣିଥରେ ହାଜର ହୋଇଛନ୍ତି।
ତେବେ ଏଥର ସେ ଖାଲି ହାତରେ ନୁହେଁ, ବରଂ ସାଙ୍ଗରେ ୧ କୋଟି ୧୫ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (ଡିଡି) ନେଇ ଆସିଥିଲେ।
ତଥାପି ତାଙ୍କ ସମସ୍ୟାର ଅନ୍ତ ହୋଇନାହିଁ।
ଏବେ ବି ତାଙ୍କ ଉପରେ ୮୫ ଲକ୍ଷ ଟଙ୍କା ବାକି ରହିଛି।
ଏହି ବକେୟା ଟଙ୍କା ପରିଶୋଧ କରିବା ପାଇଁ ରାଜପାଳ ଯାଦବ କୋର୍ଟଙ୍କୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।