Rape Attempt: ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ

Jun 27, 2026 - 13:52
Rape Attempt: ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ

"ଭୁବନେଶ୍ବର: ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ।

ରାଜଧାନୀର ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ ।

ଅଭିଯୁକ୍ତ ଜଣଙ୍କ ହେଉଛି ଜୟନ୍ତ କୁମାର ନାୟକ ।

ଘର ବାଲେଶ୍ଵର ସୋର ଥାନା ଅନ୍ତର୍ଗତ ଶିରପୁର ।Advertisment ଅଭିଯୁକ୍ତ ଗିରଫ  କଲିକତା ଗିରିଶ ପାର୍କ ଅଞ୍ଚଳର ପୀଡିତା ୪ ମାସ ହେବ ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ।

ସ୍ୱାମୀ ବାହାରକୁ ଯାଇଥିବା ବେଳେ ପୀଡ଼ିତାଙ୍କ ବିଶ୍ୱାସ ଜନ୍ମାଇ ରୁମ ଭିତରେ ପଶିଥିଲେ ଅଭିଯୁକ୍ତ ।

ଏହାପରେ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ଏ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

Congress: ଚାଷୀ ଆତ୍ମହତ୍ୟା ଘଟଣା: ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳର ମୃତକଙ୍କ ପରିବାର ସହ ଆଲୋଚନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।