Ravenshaw Teachers Demand MLA Prakash Sethi Withdraw Letter to Speaker
#ବିଧାୟକ_ଲେଖିଥିବା_ଦାବି_ପ୍ରତ୍ୟାହାର_କରନ୍ତୁ
ରେଭେନ୍ସା ବିଶ୍ବବିଦ୍ୟାଳୟରେ ସଦର ବିଧାୟକ ପ୍ରକାଶ ସେଠୀ ଏବଂ ଶିକ୍ଷକ ସଂଘ ଭିତରେ ବିବାଦ ପ୍ରସଙ୍ଗ। ରେଭେନ୍ସାରେ ଶୈକ୍ଷିକ ବାତାବରଣ ସଠିକ୍ ଭାବରେ ହେଉଥିବା ବେଳେ ପିଲାମାନଙ୍କ ଆଡମିଶନ୍ ପ୍ରକ୍ରିୟା ମଧ୍ୟ ଆଗେଇ ଚାଲିଛି। ଶିକ୍ଷକମାନେ ମଧ୍ୟ ନିଜର କାମ ଜାରି ରଖିଛନ୍ତି। ସେମାନଙ୍କର କେବଳ ଗୋଟିଏ ଦାବି ରହିଛି ବିଧାୟକ ପ୍ରକାଶ ସେଠୀ, ବାଚସ୍ପତିଙ୍କୁ ଲେଖିଥିବା ଚିଠି ପ୍ରତ୍ୟାହାର କରନ୍ତୁ। ବିବାଦର ସମାଧାନ ପାଇଁ କୁଳପତି ଯାହା ଉଦ୍ୟମ କରିବା କଥା କରୁଛନ୍ତି। ୱାର୍ଡେନ ମାନଙ୍କ ଇସ୍ତଫା ପରେ ପିଲାମାନଙ୍କ କଥା ହଷ୍ଟେଲ କର୍ମଚାରୀ ବୁଝୁଛନ୍ତି।
The dispute between Cuttack Sadar MLA Prakash Sethi and the teachers' association of Ravenshaw University continues, with teachers demanding that the MLA withdraw the letter he wrote to the Speaker. According to the source, the academic environment at Ravenshaw is functioning normally, while student admission procedures are also continuing.
#OdishaNews#RavenshawUniversity#PrakashSethi#CuttackNews#RavenshawTeachers#UniversityDispute#OdishaEducation#StudentAdmission#PrakashSethi_Ravenshaw#RavenshawUniversity_Dispute#TeachersDemand_Cuttack#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।