Riteish Deshmukh: କ୍ୟାମେରାମ୍ୟାନ୍ ଠାରୁ ରିତେଶ ଦେଶମୁଖ ମାଗିକରି ନେଲେ ୧୦୦ ଟଙ୍କା

Sep 13, 2026 - 21:18
Riteish Deshmukh: କ୍ୟାମେରାମ୍ୟାନ୍ ଠାରୁ ରିତେଶ ଦେଶମୁଖ ମାଗିକରି ନେଲେ ୧୦୦ ଟଙ୍କା

"ସେଲିବ୍ରିଟିଙ୍କ ଫଟୋ ଉଠାଇବା ପାପାରାଜିଙ୍କ କାମ।

ହେଲେ ଏଥର ଫଟୋ ଉଠାଇବା ବଦଳରେ ଅଭିନେତା ରିତେଶ ଦେଶମୁଖଙ୍କୁ ସାହାଯ୍ୟ କରି ଜଣେ ପାପାରାଜି ଚର୍ଚ୍ଚାକୁ ଆସିଛନ୍ତି।

ଆଶ୍ଚର୍ଯ୍ୟର କଥା ପାପାରାଜିଙ୍କଠାରୁ ରିତେଶ ୧୦୦ ଟଙ୍କା ନେଇଥିଲେ।

କିନ୍ତୁ କାହିଁକି?

ଜଣେ ଏତେବଡ଼ ଷ୍ଟାରଙ୍କ ପାଖରେ କଣ ମାତ୍ର ୧୦୦ ଟଙ୍କା ନାହିଁ ?

ଏହି ଘଟଣା ପଛର ସତ କଣ ଆସନ୍ତୁ ଜାଣିବା ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।