Rushikulya Water Level Rises: ଉପର ମୁଣ୍ଡରେ କମିଲା ଜଳସ୍ତର, ତଳ ମୁଣ୍ଡରେ ବଢିଲା ଋଷିକୁଲ୍ୟା; ଘାଇ ସୃଷ୍ଟି ହେବା ଭୟ

Oct 30, 2026 - 18:33
Rushikulya Water Level Rises: ଉପର ମୁଣ୍ଡରେ କମିଲା ଜଳସ୍ତର, ତଳ ମୁଣ୍ଡରେ ବଢିଲା ଋଷିକୁଲ୍ୟା; ଘାଇ ସୃଷ୍ଟି ହେବା ଭୟ

ଉପର ମୁଣ୍ଡରେ ଜଳସ୍ତର କମିଥିବା ବେଳେ ତଳ ମୁଣ୍ଡରେ ବଢ଼ିବାରେ ଲାଗିଛି ଋଷିକୁଲ୍ୟା ନଦୀର ଜଳସ୍ତର।

ଗତକାଲି ଭଞ୍ଜନଗର, ସୋରଡ଼ା, ଆସିକା, ଶେରଗଡ଼, ପୁରୁଷୋତ୍ତମପୁର ବ୍ଲକ ର ଅନେକ ନଦୀକୂଳିଆ ଜଳମଗ୍ନ ଥିଲା।

ଯାହା ଆଜି କମିଥିବା ବେଳେ ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ଅନେକ ତଳିଆ ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି।

Advertisment ସେପଟେ ଋଷୁକୂଲ୍ୟା ମୁହାଁଣ ଗଞ୍ଜାମ ଏନ୍.ଏ.ସି.

ଅଞ୍ଚଳରେ ବଢ଼ିଛି ବନ୍ୟା ଓ ବିପଦ ଆଶଙ୍କା।

ନଦୀର ମୁହାଁଣ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି।

ଗତକାଲି ରାତିରୁ ଦାମଦରପୁର ଠାରେ ଘାଇ ଫିଟିବା ଆରମ୍ଭ ହୋଇଥିଲା।

ଆଜି ସ୍ଥାନୀୟ ଯୁବକ ଜେସିବି ଦ୍ୱାରା ବନ୍ଦ ବାନ୍ଧୁଛନ୍ତି।

ଉପର ମୁଣ୍ଡରେ କମିଲା ଜଳସ୍ତର ତଳ ମୁଣ୍ଡରେ ବଢିଲା ଋଷିକୁଲ୍ୟା ଋଷିକୁଲ୍ୟା ମୁହାଁଣ ବିପଦସଙ୍କୁଳ ବିପଦରେ ଗଞ୍ଜାମ NACର ଅନେକ ତଳିଆ ଅଂଚଳ ଦାମଦରପୁରରେ ଘାଇ ସୃଷ୍ଟି ହେବା ଭୟ ଘାଇକୁ ଅଟକାଇବାକୁ ସ୍ଥାନୀୟ ଲୋକଙ୍କ ପ୍ରୟାସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।