Seized: ଆକ୍ସନ ମୋଡ୍‌ରେ ଖଣି ବିଭାଗ: ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର ଜବତ

Oct 14, 2026 - 12:45
Seized: ଆକ୍ସନ ମୋଡ୍‌ରେ ଖଣି ବିଭାଗ: ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର ଜବତ

"ଭୋଗରାଇ: ଆକ୍ସନ ମୋଡ଼ରେ ଖଣିଅଧିକାରୀ।

ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ମାଡ଼ି ବସିଲେ ଖଣି ଅଧିକାରୀ।

ଖଣି ବିଭାଗର ବଡ଼ ଧରଣର ଚଢ଼ାଉ।

ଗୋଡ଼ାଇ ଗୋଡ଼ାଇ  ଧରିଲା ବାଲି ବୋଝେଇ ଟ୍ରାକ୍ଟରକୁ।

ଦହମୁଣ୍ଡାରେ ସୁବର୍ଣ୍ଣରେଖା ନଦୀପଠାରୁ ଦୀର୍ଘଦିନ ଧରି ବାଲି ଉତ୍ତୋଳନ କରି ବହିନେଉଯାଉଥିଲେ।Advertisment ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ ମାଫିଆ ଖବର ପାଇ ଖଣି ବିଭାଗର ଜୁନିଅର ଅଧିକାରୀ ଜଗନ୍ନାଥ ଦାସ ଓ ଅଭିଷେକଙ୍କ ନେତୃତ୍ବରେ ଦୁଇଜଣ ଅଧିକାରୀ ଦହମୁଣ୍ଡା ନିକଟରୁ ଚାରୋଟି ବାଲି ଟ୍ରାକ୍ଟର ଜବତ କରି କମର୍ଦ୍ଦା ଥାନାରେ ଜିମା ଦେଇଛନ୍ତି।

ମାସ ମାସ ଧରି ସୁବର୍ଣ୍ଣରେଖା ନଦୀ ପଠା ଦହମୁଣ୍ଡା ଠାରୁ ପ୍ରତି ଦିନ ଶହ ଶହ ଟ୍ରିପ ମାଟି ଓ ବାଲି ଦିନ ଦ୍ୱିପ୍ରହରରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ ହଉଥିଲା ।

ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ ମାଫିଆ ।

ଏଭଳି ଅଚାନକ ରେଡ କୁ ନେଇ ବାଲି ଓ ମାଟି ମାଫିଆ ଙ୍କ ଭିତରେ କୋକୁଆ ଭୟ  ସୃଷ୍ଟି ହେଇଛି।

Threatening: ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ!

ଗେଟ୍‌ରେ ଲାଗିଲା ଚେତାବନୀ ବ୍ୟାନର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।