Sexual Assault Allegation Shocks Jaleswar: ଜଳେଶ୍ୱରରେ ଲଜ୍ଜା! ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ

Oct 25, 2026 - 11:41
Sexual Assault Allegation Shocks Jaleswar: ଜଳେଶ୍ୱରରେ ଲଜ୍ଜା! ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ

ଜଳେଶ୍ୱରରେ ଲଜ୍ଜା!

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡ଼ନ।

ମହିଳାଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣକୁ ନେଇ ବିଭିନ୍ନ ମହଲରେ ଉଦ୍ ବେଗ ପ୍ରକାଶ ପାଇଛି।

ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।

Advertisment ଅଭିଯୁକ୍ତଙ୍କ ବିରୋଧରେ ଉଚିତ ତଦନ୍ତ ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି।

ତେବେ ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।