Shah Rukh and Gauri's relationship: ଦିନେ ଶାହାରୁଖ-ଗୌରୀଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ!

Oct 31, 2026 - 05:04
Shah Rukh and Gauri's relationship: ଦିନେ ଶାହାରୁଖ-ଗୌରୀଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ!

ରିଲ ଲାଇଫରେ ଅନେକ ପ୍ରେମ କାହାଣୀକୁ ଜୀବନ୍ତ କରିଥିବା କିଙ୍ଗ ଖାନଙ୍କ ରିୟଲ ଲାଇଫ ପ୍ରେମ କାହାଣୀ ମଧ୍ୟ କିଛି କମ୍ ରୋଚକ ନୁହେଁ।

ପତ୍ନୀ ଗୌରୀ ଖାନଙ୍କ ସହ ତାଙ୍କ ଦୀର୍ଘ ବର୍ଷର ସମ୍ପର୍କ ଆଜି ବି ଅନେକଙ୍କ ପାଇଁ ଉଦାହରଣ ପାଲଟିଛି।

ହେଲେ ଏହି ପ୍ରେମ କାହାଣୀର ଆରମ୍ଭ ଏତେ ସହଜ ନଥିଲା।

ଶାହାରୁଖଙ୍କ ଅତ୍ୟଧିକ ପଜେସିଭ ସ୍ୱଭାବ ଯୋଗୁଁ ଉଭୟଙ୍କ ସମ୍ପର୍କରେ ଯେତେବେଳେ ଫାଟ ସୃଷ୍ଟି ହୋଇଥିଲା।

ଏପରିକି ସମ୍ପର୍କ ଭାଙ୍ଗିଯିବା ପରିସ୍ଥିତି ମଧ୍ୟ ଉପୁଜିଥିଲା।

ତେବେ କେମିତି ପୁଣି ଦୁହିଁଙ୍କ ଭିତରେ ସବୁ ହୋଇଥିଲା ସମାଧାନ ଆସନ୍ତୁ ଜାଣିବା ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।