Snake Bite: ସାପ କାମୁଡ଼ାରେ ଚାଷୀ ଆହତ

Aug 24, 2026 - 14:43
Snake Bite: ସାପ କାମୁଡ଼ାରେ ଚାଷୀ ଆହତ

"ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ ବନ୍ଦିକାର ଗାଁର ଉପେନ୍ଦ୍ର ନାମକ ଚାଷୀଗତକାଲି ନିଜ ଚାଷ ଜମିରେ ଘାସ କାଢୁଥିବା ସମୟରେ ବିଷଧର ସାପ କାମୁଡ଼ାରେ ଆହତ ହୋଇଛନ୍ତି।

ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ସମ୍ପର୍କୀୟମାନେ ଆଣିବା ପରେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି।Advertisment ସାପମାନଙ୍କର ପ୍ରାଦୁର୍ଭାବ ଲଘୁଚାପ ଜନିତ ବର୍ଷା କାରଣରୁ ଅଞ୍ଚଳରେ ସାପମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବଢିଥିବା ଦେଖିବାକୁ ମିଳିଛି।

Award: ସେପ୍ଟେମ୍ବର ୬ରେ ଇଣ୍ଡିଆନ୍ ଏବଂ ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।