Special Story: Nepal Floods Leave Thousands Missing, India Joins Tunnel Rescue
ଅସହାୟ ନେପାଳ, ସର୍ବସ୍ବାନ୍ତ ଲୋକେ। ୯୦୦ ଟପିଲାଣି ମୃତ୍ୟୁ, ୪ ହଜାରରୁ ଅଧିକ ନିଖୋଜ। କେଉଁଠି ମଣିଷର ଖବର ନାହିଁ ଆଉ କେଉଁଠି କବର ଦେବାକୁ ପରିଚୟ ମିଳୁନି। ନିଜ ଲୋକଙ୍କୁ ହରାଇ ଗୁମୁରି କାନ୍ଦୁଛି ଜୀବନ। ଯେଉଁମାନେ ବଞ୍ଚିଯାଇଛନ୍ତି, ସେମାନଙ୍କ ସାମ୍ନାରେ ପୁଣି ଜୀବନ ଆରମ୍ଭ କରିବାର ଚ୍ୟାଲେଞ୍ଜ। ବିପର୍ଯ୍ୟୟର ମାଳମାଳ ଚିତ୍ର ଭିତରେ ପ୍ରଚଣ୍ଡ ବନ୍ୟାକୁ ନେଇ ଆସିଛି ସଂଘାତିକ ଖବର। ସେଦିନ ଘଣ୍ଟାକୁ ୩୦୦ କିଲୋମିଟର ବେଗରେ ବିଜୁଳି ଭଳି ମାଡ଼ିଆସି ହଜାର ହଜାର ଲୋକଙ୍କୁ ବୁଡ଼ାଦେଇଥିଲା ବନ୍ୟାପାଣି। ଅନ୍ୟପଟେ ସବୁକିଛି ଛାରଖାର ହୋଇଯାଇଥିବାବେଳେ କେମିତି ବର୍ତ୍ତିଯାଇଥିଲା ଦୁଇ ମହଲାର ଘର, ଦେଖିବା ରିପୋର୍ଟ।...
#NepalFloods#NepalDisaster#FloodRescue#Rasuwa#HydropowerRescue#IndiaNepal#SpecialStory#OdishaTV#OTV
A devastating flood swept through Nepal, washing away homes and leaving destruction everywhere. Yet, amid the raging mountain waters, mud and debris, one RCC-framed house remarkably remained standing. The family inside survived after spending hours clinging to life on the balcony.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।