Sports Complex Turns Into Cattle Ground: ପାଣିରେ ବୁଡ଼ିଲା ୩ କୋଟି, ଉଦଘାଟନ ପୂର୍ବରୁ ମାଟିରେ ମିଶିବ ସ୍ପୋର୍ଟସ୍ କଂପ୍ଲେକ୍ସ

Aug 28, 2026 - 22:05

ପାଣିରେ ବୁଡ଼ିଲା ୩ କୋଟି । ଉଦଘାଟନ ପୂର୍ବରୁ ମାଟିରେ ମିଶିବ ସ୍ପୋର୍ଟସ୍ କଂପ୍ଲେକ୍ସ। ପାଲଟିଛି ଗାଈଗୋରୁ, ଅସାମାଜିକଙ୍କ ଆଡ୍ଡାସ୍ଥଳୀ। ଖେଳିବାକୁ ଆସି ନିରାଶ ହୋଇ ଫେରୁଛନ୍ତି କୀଡ଼ାବିତ୍।

author-image
Manoj Kumar Rout
28 Aug 2026 22:01 IST