Student Agitation Intensifies: ବିଧାନସଭା ନିକଟରେ ପହଞ୍ଚିଲେ ଆନ୍ଦୋଳନରତ ଛାତ୍ର, ପୋଲିସ କଲା ପାଣିମାଡ଼

Aug 10, 2026 - 13:42
Student Agitation Intensifies: ବିଧାନସଭା ନିକଟରେ ପହଞ୍ଚିଲେ ଆନ୍ଦୋଳନରତ ଛାତ୍ର, ପୋଲିସ କଲା ପାଣିମାଡ଼

ଝାଡ଼ଖଣ୍ଡରେ ତେଜିଲା ଛାତ୍ର ଆନ୍ଦୋଳନ। ଆନ୍ଦୋଳନରତ ଛାତ୍ରଙ୍କ ଉପରକୁ ପାଣିମାଡ଼ କରିଛି ପୋଲିସ। ରାଞ୍ଚିରେ ହଜାର ହଜାର ଆନ୍ଦୋଳନରତ ଛାତ୍ର ଦେଇଛନ୍ତି ରଣହୁଙ୍କାର। ପୋଲିସର ବ୍ୟାରିକେଡ୍ ହଟାଇ ବିଧାନସଭା ନିକଟରେ ପହଞ୍ଚିଥିଲେ ଛାତ୍ର।

ତେବେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରକୁ ପୋଲିସ ପାଣି ମାଡ଼ କରିଛି। JPSC ପରୀକ୍ଷା ବାତିଲ୍ ସହ CBI ତଦନ୍ତ ଦାବିରେ ୧୭ ଦିନ ଧରି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ। ...

ଆନ୍ଦୋଳନରତ ଛାତ୍ରଙ୍କୁ ପାଣିମାଡ଼

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲେ ଆନ୍ଦୋଳନରତ ଛାତ୍ର
ରାଞ୍ଚିରେ ହଜାର ହଜାର ଆନ୍ଦୋଳନରତ ଛାତ୍ରଙ୍କ ରଣହୁଙ୍କାର
ପୋଲିସର ବ୍ୟାରିକେଡ୍ ହଟାଇ ବିଧାନସଭା ନିକଟରେ ପହଞ୍ଚିଲେ
ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସର ପାଣି ମାଡ଼
JPSC ପରୀକ୍ଷା ବାତିଲ୍ ସହ CBI ତଦନ୍ତ ଦାବିରେ ୧୭ ଦିନ ଧରି ଚାଲିଛି ଆନ୍ଦୋଳନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।