Student Agitation Sparks Political Battle Between BJP and Rahul Gandhi
#ଛାତ୍ର_ଆନ୍ଦୋଳନ_ହଲଚଲ୍ ! #ରାହୁଲଙ୍କୁ_ଘେରିଲା_ବିଜେପି
ଦେଶର ରାଜନୀତିକୁ ଏବେ ଉଠାଉଛି ପକାଉଛି ଛାତ୍ର ଆନ୍ଦୋଳନ। କିଛି ଦିନ ପୂର୍ବେ ଦିଲ୍ଲୀର ଯନ୍ତରମନ୍ତର ଏବଂ ବିଭିନ୍ନ ଅଞ୍ଚଳରେ ଛାତ୍ର ଆନ୍ଦୋଳନକୁ ନେଇ ସରଗରମ ଥିବା ରାଜନୀତି ଏବେ ଝାଡ଼ଖଣ୍ଡ ଆଡକୁ ମୁହାଁଇଛି। ଝାଡ଼ଖଣ୍ଡରେ ଛାତ୍ରମାନଙ୍କର ପ୍ରଦର୍ଶନ ଏବଂ ପ୍ରତିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ‘କୋକ୍ରୋଚ୍ ଜନତା ପାର୍ଟି’ ବା ସିଜେପି, ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଟାର୍ଗେଟ୍ ରେ। ରାହୁଲ ଗାନ୍ଧୀଙ୍କ ନୀରବତାକୁ ନେଇ କଡ଼ା ସମାଲୋଚନା କରିଛି ବିଜେପି। ଠିକ୍ ଯେମିତି ଯନ୍ତରମନ୍ତର ଛାତ୍ର ଆନ୍ଦୋଳନବେଳେ କେନ୍ଦ୍ରମନ୍ତ୍ରୀଙ୍କ ନିରବତାକୁ ନେଇ ରାହୁଲ୍ ଗାନ୍ଧୀ ଓ ବିରୋଧୀ ବାରମ୍ବାର ପ୍ରଶ୍ନ କରୁଥିଲେ।
Student protests are once again shaping India's political landscape. After the demonstrations at Jantar Mantar in Delhi, the focus has now shifted to Jharkhand, where student protests have triggered a fresh political confrontation.
#JharkhandStudentProtests#RahulGandhi#BJP#JharkhandPolitics#StudentMovement#YouthProtests#PoliticalDebate#IndianPolitics#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।