Student Groups Clash in Utkal University: ବାଣୀବିହାରରେ ଉତ୍ତେଜନା, ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ଗଣ୍ଡଗୋଳ
ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର। ମୁହାଁମୁହିଁ ହେଲେ ଦୁଇ ବିପକ୍ଷ। ସଭାରେ ଉଡି଼ଲା ଚେୟାର... ସୃଷ୍ଟିହେଲା ରକ୍ତାକ୍ତ ପରିସ୍ଥିତି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ । ବାଣୀବିହାର କ୍ୟାମ୍ପସରେ ସଭା ଚାଲିଥିବା ବେଳେ ହଠାତ୍ ବଢ଼ିଥିଲା ଉତ୍ତେଜନା। ସ୍ଥିତି ଏପରି ହୋଇଥିଲା ଯେ, ସଭାସ୍ଥଳରେ ଉଡ଼ିଥିଲା ଚେୟାର। ହୋଇଥିଲା ଭଙ୍ଗାରୁଜା ପରିସ୍ଥିତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।