SujataKarttikeyan: ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ

Jun 25, 2026 - 12:52
SujataKarttikeyan: ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚାର ଅବସାନ ହୋଇଛି | ଆଜି ବିଜେଡି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି | ବାସ୍ତବରେ ବହୁତ ଦିନ ଧରି ସୁଜାତା ବିଜେଡିରେ ମିଶିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।