Sultan Becomes Crucial Support: ମାଟି ତଳୁ ଚାଲିଛି ସର୍ଚ୍ଚ ଅପରେସନ; ନିଖୋଜଙ୍କୁ ଖୋଜୁଛି ସନ୍ଧାନୀ କୁକୁର ସୁଲତାନ

Nov 03, 2026 - 18:25
Sultan Becomes Crucial Support: ମାଟି ତଳୁ ଚାଲିଛି ସର୍ଚ୍ଚ ଅପରେସନ; ନିଖୋଜଙ୍କୁ ଖୋଜୁଛି ସନ୍ଧାନୀ କୁକୁର ସୁଲତାନ

ଭୂସ୍ଖଳନରେ ପ୍ରାଣ ହରାଇ ମାଟି ତଳେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସାହାଯ୍ୟ କରୁଛି ସୁଲତାନ।

ଏ ନେଇ ସେ ବଡ଼ ବଡ଼ ପାହାଡ଼ ଚଢୁଛି, ଭୂସ୍ଖଳନରେ ତାଣ୍ଡବ ରଚିଥିବା ନେଡିସରୁ ନଦୀ ମଧ୍ୟ ପାର ହେଉଛି ।

ଏଭଳି କଷ୍ଟ କରି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଅଗ୍ନିଶମ କର୍ମଚାରୀଙ୍କୁ ସାହାଯ୍ୟ କରୁଛି ସୁଲତାନ।

Advertisment ମାଟି ତଳୁ ଚାଲିଛି ସର୍ଚ୍ଚ ଅପରେସନ ନିଖୋଜଙ୍କୁ ଖୋଜୁଛି ସନ୍ଧାନୀ କୁକୁର ସୁଲତାନ ନେଡିସରୁ ନଦୀ ପାର ହୋଇ ଖୋଜୁଛି ସୁଲତାନ ବ୍ରହ୍ମପୁରରୁ ସ୍ବତନ୍ତ୍ର ଟିମ୍ ସହ ଯାଇଛି ସନ୍ଧାନୀ କୁକୁର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।