Supreme Court: ବିମାନରେ ଯାତ୍ରା କରନି: ସୁପ୍ରିମକୋର୍ଟ, ଟିକଟ ଦର ମାମଲାର ତତ୍କାଳ ଶୁଣାଣି ପାଇଁ ମନାକଲେ

Nov 02, 2026 - 20:54
Supreme Court: ବିମାନରେ ଯାତ୍ରା କରନି: ସୁପ୍ରିମକୋର୍ଟ, ଟିକଟ ଦର ମାମଲାର ତତ୍କାଳ ଶୁଣାଣି ପାଇଁ ମନାକଲେ

ନୂଆଦିଲ୍ଲୀ: ପାର୍ବଣ ସମୟରେ ବିମାନ ଟିକଟ ଦର ରେ ହୋଇଥିବା ଅହେତୁକ ବୃଦ୍ଧି ସମ୍ପର୍କିତ ଏକ ମାମଲାର ତ୍ବରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଜଣେ ଆଇନଜୀବୀ ଏକ ଆବେଦନରେ ବିମାନ ଟିକଟ ଦରରେ ହୋଇଥିବା ୭୦୦% ବୃଦ୍ଧି ସମ୍ପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Advertisment ବିମାନ ଟିକଟ ଦରରେ ୭୦୦% ବୃଦ୍ଧି ସେହି ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଓ ଅପରାଶେ କୁମାର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମାନରେ ଯାତ୍ରା ନ କରିବାକୁ ଆବେଦନକାରୀଙ୍କ କହିଥିଲେ।

ମାମଲାର ତତ୍କାଳ ଶୁଶାଣି ର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ପରବର୍ତ୍ତୀ ମାମଲା କଣ ଅଛି ବୋଲି ପଚାରିଥିଲେ।

ପୂର୍ବରୁ ଏହି ପ୍ରସଙ୍ଗରେ ସାମାଜିକ କର୍ମୀ ଏସ୍‌ ଲକ୍ଷ୍ମୀନାରାୟଣ ଦାଖଲ କରିଥିବା ମାମଲାର ଶୁଣାଣି ଗତ ଅକ୍ଟୋବରରେ ସୁପ୍ରମେକୋର୍ଟରେ ହୋଇଥିଲା।

South London: ମାତ୍ର ୧୨ ବର୍ଷ ବୟସରେ ବନ୍ୟଜନ୍ତୁ ସୁରକ୍ଷା ଅଭିଯାନ ଆରମ୍ଭ କଲେ ବିଦେଶୀ ବାଳକ: ବିକ୍ରି କଲେ ନିଜର ପୋଷାକ ଓ ଖେଳଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।