Teacher Electrocuted While Installing Flagpole: ପତାକା ଉତ୍ତୋଳନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ମୃତ
ପତାକା ଉତ୍ତୋଳନ ବେଳେ ଶିକ୍ଷକ ମୃତ। ବାଲେଶ୍ୱର ମଇତାପୁରର ଏକ ଘରୋଇ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ପ୍ରିୟବ୍ରତ ବେହେରା ମୃତ। ପତାକା ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଶିକ୍ଷକ ପ୍ରିୟବ୍ରତ।
ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ସମୟରେ ୩ ରୁ ୪ ଜଣ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ କେତେବେଳେ ସୁସ୍ଥ ହୋଇ ଘରକୁ ଫେରି ଥିବା ସୂଚନା ମିଳିଛି।....
ପତାକା ଉତ୍ତୋଳନ ବେଳେ ଅଘଟଣ, ଶିକ୍ଷକ ମୃତ
ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକଙ୍କ ମୃତ୍ୟୁ
ପତାକା ଖୁଣ୍ଟି ପୋତୁଥିଲେ, ଚାଲିଗଲା ଜୀବନ
ମଇତାପୁରରେ ପତାକା ଉତ୍ତୋଳନ ବେଳେ ଅଘଟଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।