Today Panchang 10th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 10, 2026 - 08:08
Today Panchang 10th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୦ ସୋମବାର । ଚନ୍ଦ୍ର – ମିଥୁନ ନିଶାନ୍ତ ୦୪.୪୩ ଗତେ କର୍କଟ । ତିଥି - ୧୨ଶୀ ଦିବା ୦୮.୦୧ ଗତେ ୧୩ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ନିଶାନ୍ତ ୦୪.୪୩ ପର୍ଯନ୍ତ । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୮.୦୧ ପର୍ଯ୍ୟନ୍ତ,ତା’ପରେ ଦିବା ୧୨.୨୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୨୯ ରୁ ୦୭.୦୪
ଦିବା – ୧୦.୩୫ ରୁ ୦୧.୦୮
ଦିବା – ୦୪.୩୯ ରୁ ୦୫.୨୩
ସନ୍ଧ୍ୟା – ୦୬.୫୯ ରୁ ୦୯.୧୪
ରାତ୍ରି – ୧୧.୫୨ ରୁ ୦୨.୨୯
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୦୪ ରୁ ୦୮.୪୦
କାଳବେଳା - ପ୍ରାତଃ ୦୭.୦୪ ରୁ ୦୮.୪୦
ବାରବେଳା - ଦିବା ୦୩.୦୩ ରୁ ୦୪.୩୯
କାଳରାତ୍ରି – ରାତ୍ରି ୧୦.୨୭ ରୁ ୧୧.୫୨

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।