Today Panchang 11th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୧ ରବିବାର । ଚନ୍ଦ୍ର - କନ୍ୟା ଦିବା ୧୦.୦୪ ଗତେ ତୁଳା। ତିଥି - ପ୍ରତିପଦ ରାତ୍ରି ୦୯.୩୧ ଗତେ ୨ୟା। ଘାତଚନ୍ଦ୍ର - ବୃଷ ରାଶିର ଦିବା ୧୦.୦୪ ପର୍ଯ୍ୟନ୍ତ। ଘାତବାର – ମେଷ ରାଶିର। ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭ ସମୟ –
ପ୍ରାତଃ – ୦୬.୩୦ ରୁ ୦୮.୫୦
ଦିବା – ୦୧.୦୦ ରୁ ୦୩.୦୩
ଦିବା – ୦୩.୪୯ ରୁ ୦୩.୫୫
ରାତ୍ରି – ୦୭.୫୧ ରୁ ୦୯.୩୦
ରାତ୍ରି – ୧୧.୫୮ ରୁ ୦୧.୦୬
ରାତ୍ରି – ୦୨.୩୮ ରୁ ୦୫.୪୩
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୫୫ ରୁ ୦୫.୨୩
କାଳବେଳା - ଦିବା ୧୧.୩୩ ରୁ ୦୧.୦୦
ବାରବେଳା - ଦିବା ୧୦.୦୫ ରୁ ୧୧.୩୩
କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୩୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।