Today Panchang 12th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୨ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି - ୨ୟା ରାତ୍ରି ୧୦.୧୩ ଗତେ ୩ୟା
ଘାତଚନ୍ଦ୍ର - ନାସ୍ତି । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୦.୧୩ ପର୍ଯ୍ୟନ୍ତ,ତା’ପରେ ରାତ୍ରି ୧୧.୫୩ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୪୩ ରୁ ୦୭.୧୧
ଦିବା – ୦୮.୫୦ ରୁ ୧୧.୦୯
ରାତ୍ରି – ୦୭.୫୦ ରୁ ୧୦.୦୦
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୧୧ ରୁ ୦୮.୩୮
କାଳବେଳା - ପ୍ରାତଃ ୦୭.୧୧ ରୁ ୦୮.୩୮
ବାରବେଳା - ଦିବା ୦୨.୨୭ ରୁ ୦୩.୫୪
କାଳରାତ୍ରି – ରାତ୍ରି ୧୦.୦୦ ରୁ ୧୧.୩୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।