Today Panchang 13th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 13, 2026 - 08:13
Today Panchang 13th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୩ ମଙ୍ଗଳବାର । ଚନ୍ଦ୍ର – ତୁଳା ସନ୍ଧ୍ୟା ୦୭.୧୨ ଗତେ ବିଛା । ତିଥି - ୩ୟା ରାତ୍ରି ୧୧.୨୮ ଗତେ ୪ର୍ଥୀ । ଘାତଚନ୍ଦ୍ର - ନାସ୍ତି । ଘାତବାର – ମକର ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୪୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୪୪ ରୁ ୦୬.୩୦
ଦିବା – ୦୮.୩୮ ରୁ ୧୧.୦୯
ସନ୍ଧ୍ୟା – ୦୫.୨୧ ରୁ ୦୬.୫୪
ରାତ୍ରି – ୦୮.୨୭ ରୁ ୦୮.୩୯
ରାତ୍ରି – ୦୯.୨୯ ରୁ ୧୧.୫୭
ରାତ୍ରି – ୦୧.୩୬ ରୁ ୦୩.୧୫
ରାତ୍ରି – ୦୪.୦୫ ରୁ ୦୫.୪୪
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୨୭ ରୁ ୦୩.୫୪
କାଳବେଳା - ଦିବା ୦୧.୦୦ ରୁ ୦୨.୨୭
ବାରବେଳା - ପ୍ରାତଃ ୦୭.୧୧ ରୁ ୦୮.୩୮
କାଳରାତ୍ରି – ସନ୍ଧ୍ୟା ୦୬.୫୪ ରୁ ୦୮.୨୭

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।