Today Panchang 14th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 14, 2026 - 08:58
Today Panchang 14th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୪ ଶୁକ୍ରବାର । ଚନ୍ଦ୍ର – ସିଂହ ଅହୋରାତ୍ର । ତିଥି – ୨ୟା ସନ୍ଧ୍ୟା ୦୬.୪୭ ଗତେ ୩ୟା । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ସନ୍ଧ୍ୟା ୦୬.୪୭ ପର୍ଯ୍ୟନ୍ତ,ତା’ପରେ ରାତ୍ରି ୦୩.୪୩ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୦ ରୁ ୦୬.୨୧
ପ୍ରାତଃ – ୦୭.୧୧ ରୁ ୦୮.୪୦
ଦିବା – ୧୨.୧୬ ରୁ ୦୨.୪୯
ଦିବା – ୦୪.୩୦ ରୁ ୦୬.୧୨
ରାତ୍ରି – ୦୭.୪୨ ରୁ ୦୯.୦୧
ରାତ୍ରି – ୦୧.୪୪ ରୁ ୦୪.୦୦
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୬ ରୁ ୧୧.୫୧
କାଳବେଳା - ଦିବା ୧୦.୧୬ ରୁ ୧୧.୫୧
ବାରବେଳା - ଦିବା ୦୮.୪୦ ରୁ ୧୦.୧୬
କାଳରାତ୍ରି – ରାତ୍ରି ୦୯.୦୧ ରୁ ୧୦.୨୬

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।