Today Panchang 15th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 15, 2026 - 09:21
Today Panchang 15th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୫ ଗୁରୁବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି - ୫ମୀ ରାତ୍ରି ୦୩.୨୫ ଗତେ ୬ଷ୍ଠୀ । ଘାତଚନ୍ଦ୍ର - ନାସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ –
ପ୍ରାତଃ – ୦୫.୪୪ ରୁ ୦୭.୧୭
ସନ୍ଧ୍ୟା – ୦୬.୦୯ ରୁ ୦୯.୨୮
ରାତ୍ରି – ୦୧.୦୫ ରୁ ୦୩.୧୬
ରାତ୍ରି – ୦୪.୦୫ ରୁ ୦୫.୪୫
ଅଶୁଭ ସମୟ-
ରାହୁକାଳ - ଦିବା ୧୨.୫୯ ରୁ ୦୨.୨୬
କାଳବେଳା - ଦିବା ୦୨.୨୬ ରୁ ୦୩.୫୩
ବାରବେଳା - ଦିବା ୦୩.୫୩ ରୁ ୦୫.୧୯
କାଳରାତ୍ରି – ରାତ୍ରି ୧୧.୩୨ ରୁ ୦୧.୦୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।