Today Panchang 15th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 15, 2026 - 08:11
Today Panchang 15th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୫ ମଙ୍ଗଳବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି – ୪ର୍ଥୀ ପ୍ରାତଃ ୦୭.୪୪ ଗତେ ୫ମୀ । ଘାତଚନ୍ଦ୍ର - ନାସ୍ତି । ଘାତବାର – ମକର ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୩.୨୧ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ଦିବା – ୦୮.୩୯ ରୁ ୧୦.୨୮
ଦିବା – ୧୨.୫୪ ରୁ ୦୧.୧୨
ଦିବା – ୦୪.୧୫ ରୁ ୦୪.୫୭
ସନ୍ଧ୍ୟା – ୦୫.୪୬ ରୁ ୦୬.୩୩
ରାତ୍ରି – ୦୮.୫୫ ରୁ ୧୧.୧୮
ରାତ୍ରି – ୦୧.୪୦ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୪୩ ରୁ ୦୪.୧୫
କାଳବେଳା - ଦିବା ୦୧.୧୨ ରୁ ୦୨.୪୩
ବାରବେଳା - ପ୍ରାତଃ ୦୭.୦୮ ରୁ ୦୮.୩୯
କାଳରାତ୍ରି – ସନ୍ଧ୍ୟା ୦୭.୧୫ ରୁ ୦୮.୪୪

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।