Today Panchang 17th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 17, 2026 - 08:12
Today Panchang 17th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୭ ଶନିବାର । ଚନ୍ଦ୍ର – ଧନୁ ଅହୋରାତ୍ର । ତିଥି - ୬ଷ୍ଠୀ ପ୍ରାତଃ ୦୫.୫୪ ଗତେ ୭ମୀ । ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ବୃଷ, ସିଂହ, କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୫୪ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ –
ପ୍ରାତଃ - ୦୭.୧୭ ରୁ ୦୮.୩୮
ଦିବା - ୧୧.୫୫ ରୁ ୧୨.୫୮
ଦିବା - ୦୨.୨୫ ରୁ ୦୨.୫୯
ଦିବା - ୦୩.୪୬ ରୁ ୦୩.୫୧
ରାତ୍ରି – ୦୨.୨୬ ରୁ ୦୩.୧୬
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୮ ରୁ  ୧୦.୦୫
କାଳବେଳା - ପ୍ରାତଃ ୦୫.୪୫ ରୁ ୦୭.୧୨ ଓ ଦିବା ୦୩.୫୧ ରୁ ୦୫.୧୮
ବାରବେଳା - ଦିବା ୧୨.୫୮ ରୁ ୦୨.୨୫
କାଳରାତ୍ରି – ସନ୍ଧ୍ୟା ୦୫.୧୮ ରୁ ୦୬.୫୧ ଓ ରାତ୍ରି ୦୪.୧୨ ରୁ ୦୫.୪୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।