Today Panchang 17th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୭ ଗୁରୁବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି – ୬ଷ୍ଠୀ ଦିବା ୧୦.୪୮ ଗତେ ୭ମୀ । ଘାତଚନ୍ଦ୍ର - ନାସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ଦିବା ୧୦.୪୮ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୮ ରୁ ୦୭.୧୪
ସନ୍ଧ୍ୟା – ୦୬.୩୧ ରୁ ୦୯.୪୨
ରାତ୍ରି – ୦୧.୧୦ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୮
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୧୧ ରୁ ୦୨.୪୨
କାଳବେଳା - ଦିବା ୦୨.୪୨ ରୁ ୦୪.୧୩
ବାରବେଳା - ଦିବା ୦୪.୧୩ ରୁ ୦୫.୪୪
କାଳରାତ୍ରି – ରାତ୍ରି ୧୧.୪୧ ରୁ ୦୧.୧୦
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।