Today Panchang 18th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୮ ରବିବାର । ଚନ୍ଦ୍ର – ଧନୁ ରାତ୍ରି ୦୭.୩୨ ଗତେ ମକର । ତିଥି - ୭ମୀ ଦିବା ୦୮.୨୮ ଗତେ ୮ମୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର,ରାତ୍ରି ୦୭.୩୨ ଗତେ ସିଂହ । ଘାତବାର – ମେଷ ରାଶିର ପୁଷ୍କରଦୋଷ - ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୨୮ ଗତେ ୧ପାଦ-କୃଷିହାନି-ଭୂମିଦାନ ଦିବା ୧୨.୪୮ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ - ୦୬.୩୧ ରୁ ୦୮.୫୦
ଦିବା - ୧୨.୫୮ ରୁ ୦୨.୫୯
ଦିବା - ୦୩.୪୫ ରୁ ୦୩.୫୧
ରାତ୍ରି - ୦୭.୪୭ ରୁ ୦୯.୨୭
ରାତ୍ରି - ୧୧.୫୬ ରୁ ୦୧.୦୫
ରାତ୍ରି – ୦୨.୩୯ ରୁ ୦୫.୪୬
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୫୧ ରୁ ୦୫.୧୭
କାଳବେଳା - ଦିବା ୧୧.୩୧ ରୁ ୧୨.୫୮
ବାରବେଳା - ଦିବା ୧୦.୦୫ ରୁ ୧୧.୩୧
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୩୯
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।