Today Panchang 18th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 18, 2026 - 07:34
Today Panchang 18th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୮ ଶୁକ୍ରବାର । ଚନ୍ଦ୍ର – ବିଛା ରାତ୍ରି ୧୦.୪୪ ଗତେ ଧନୁ । ତିଥି – ୭ମୀ ଦିବା ୦୧.୦୧ ଗତେ ୮ମୀ । ଘାତଚନ୍ଦ୍ର – ରାତ୍ରି ୧୦.୪୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର – ବିଛା,ଧନୁ, ଓ ମୀନ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୧.୦୧ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୫.୩୮ ରୁ ୦୬.୨୬
ପ୍ରାତଃ – ୦୭.୧୪ ରୁ ୦୮.୩୯
ଦିବା – ୧୨.୦୪ ରୁ ୦୩.୧୮
ଦିବା – ୦୪.୦୬ ରୁ ୦୫.୪୩
ସନ୍ଧ୍ୟା – ୦୬.୩୦ ରୁ ୦୮.୪୨
ରାତ୍ରି – ୧୨.୦୪ ରୁ ୦୧.୪୦
ରାତ୍ରି – ୦୨.୨୭ ରୁ ୦୪.୦୩
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୦ ରୁ ୧୧.୪୦
କାଳବେଳା - ଦିବା ୧୦.୧୦ ରୁ ୧୧.୪୦
ବାରବେଳା - ଦିବା ୦୮.୩୯ ରୁ ୧୦.୧୦
କାଳରାତ୍ରି – ରାତ୍ରି ୦୮.୪୨ ରୁ ୧୦.୧୧

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।