Today Panchang 19th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୯ ଶନିବାର । ଚନ୍ଦ୍ର – ଧନୁ ଅହୋରାତ୍ର । ତିଥି – ୮ମୀ ଦିବା ୦୩.୨୭ ଗତେ ୯ମୀ । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ପ୍ରାତଃ – ୦୭.୧୪ ରୁ ୦୮.୩୯
ଦିବା – ୧୨.୦୪ ରୁ ୦୧.୧୦
ଦିବା – ୦୨.୪୧ ରୁ ୦୩.୧୭
ଦିବା – ୦୪.୦୫ ରୁ ୦୪.୧୧
ରାତ୍ରି – ୦୨.୨୭ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୯ ରୁ ୧୦.୦୯
କାଳବେଳା - ପ୍ରାତଃ ୦୫.୩୮ ରୁ ୦୭.୦୮ ଓ ଦିବା ୦୪.୧୧ ରୁ ୦୫.୪୨
ବାରବେଳା - ଦିବା ୦୧.୧୦ ରୁ ୦୨.୪୧
କାଳରାତ୍ରି – ସନ୍ଧ୍ୟା ୦୫.୪୨ ରୁ ୦୭.୧୧ ଓ ରାତ୍ରି ୦୪.୦୯ ରୁ ୦୫.୩୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।