Today Panchang 1st October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୧ ଗୁରୁବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି – ୫ମୀ ଦିବା ୧୨.୩୫ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୦୨ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୫.୪୦ ରୁ ୦୭.୧୫
ସନ୍ଧ୍ୟା – ୦୬.୨୦ ରୁ ୦୯.୩୪
ରାତ୍ରି – ୦୧.୦୭ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୪୧
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୦୫ ରୁ ୦୨.୩୩
କାଳବେଳା - ଦିବା ୦୨.୩୩ ରୁ ୦୪.୦୨
ବାରବେଳା - ଦିବା ୦୪.୦୨ ରୁ ୦୫.୩୧
କାଳରାତ୍ରି – ରାତ୍ରି ୧୧.୩୬ ରୁ ୦୧.୦୭
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।