Today Panchang 20th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 20, 2026 - 08:12
Today Panchang 20th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୦ ରବିବାର । ଚନ୍ଦ୍ର – ଧନୁ ଅହୋରାତ୍ର । ତିଥି – ୯ମୀ ସନ୍ଧ୍ୟା ୦୫.୫୧ ଗତେ ୧୦ମୀ । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ନିଶାନ୍ତ ୦୪.୩୪ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୬.୨୬ ରୁ ୦୮.୫୧
ଦିବା – ୦୧.୧୦ ରୁ ୦୩.୧୬
ଦିବା – ୦୪.୦୫ ରୁ ୦୪.୧୧
ରାତ୍ରି – ୦୮.୦୪ ରୁ ୦୯.୪୦
ରାତ୍ରି – ୧୨.୦୪ ରୁ ୦୧.୦୯
ରାତ୍ରି – ୦୨.୩୯ ରୁ ୦୫.୩୮
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୧୧ ରୁ ୦୫.୪୧
କାଳବେଳା - ଦିବା ୧୧.୪୦ ରୁ ୦୧.୧୦
ବାରବେଳା - ଦିବା ୧୦.୦୯ ରୁ ୧୧.୪୦
କାଳରାତ୍ରି – ରାତ୍ରି ୦୧.୦୯ ରୁ ୦୨.୩୯

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।