Today Panchang 23rd Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୩ ରବିବାର । ଚନ୍ଦ୍ର – ଧନୁ ଅହୋରାତ୍ର । ତିଥି - ୧୧ଶୀ ରାତ୍ରି ୦୪.୧୯ ଗତେ ୧୨ଶୀ । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୪.୧୯ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୨ ରୁ ୦୯.୪୩
ଦିବା – ୦୧.୨୩ ରୁ ୦୧.୫୪
ସନ୍ଧ୍ୟା – ୦୬.୫୧ ରୁ ୦୯.୦୯
ରାତ୍ରି – ୧୨.୧୨ ରୁ ୦୧.୧୫
ରାତ୍ରି – ୦୨.୪୧ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୩୧ ରୁ ୦୬.୦୫
କାଳବେଳା - ଦିବା ୧୧.୪୯ ରୁ ୦୧.୨୩
ବାରବେଳା - ଦିବା ୧୦.୧୫ ରୁ ୧୧.୪୯
କାଳରାତ୍ରି – ରାତ୍ରି ୦୧.୧୫ ରୁ ୦୨.୪୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।