Today Panchang 24th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୪ ଗୁରୁବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର । ତିଥି – ୧୩ଶୀ ରାତ୍ରି ୧୧.୧୮ ଗତେ ୧୪ଶୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ –
ପ୍ରାତଃ – ୦୫.୩୯ ରୁ ୦୭.୧୫
ସନ୍ଧ୍ୟା – ୦୬.୨୫ ରୁ ୦୯.୩୮
ରାତ୍ରି – ୦୧.୦୮ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୯
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୦୮ ରୁ ୦୨.୩୮
କାଳବେଳା - ଦିବା ୦୨.୩୮ ରୁ ୦୪.୦୮
ବାରବେଳା - ଦିବା ୦୪.୦୮ ରୁ ୦୫.୩୭
କାଳରାତ୍ରି – ରାତ୍ରି ୧୧.୩୮ ରୁ ୦୧.୦୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।