Today Panchang 27th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 27, 2026 - 07:50
Today Panchang 27th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୭ ଗୁରୁବାର । ଚନ୍ଦ୍ର – ମକର ଦିବା ୦୧.୩୪ ଗତେ କୁମ୍ଭ । ତିଥି – ୧୪ଶୀ ଦିବା ୦୯.୦୯ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ସିଂହ ରାଶିର, ଦିବା ୦୧.୩୪ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ - ନାସ୍ତି ।
ଶୁଭ ସମୟ –
ପ୍ରାତଃ - ୦୫.୩୩ ରୁ ୦୭.୧୩
ଦିବା – ୧୦.୩୩ ରୁ ୦୧.୦୩
ରାତ୍ରି - ୦୨.୨୯ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୧ ରୁ ୦୨.୫୫
କାଳବେଳା - ଦିବା ୦୨.୫୫ ରୁ  ୦୪.୨୯
ବାରବେଳା - ଦିବା ୦୪.୨୯ ରୁ ୦୬.୦୨
କାଳରାତ୍ରି – ରାତ୍ରି ୧୧.୪୮ ରୁ ୦୧.୧୪

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।