Today Panchang 27th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 27, 2026 - 08:08
Today Panchang 27th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୨୭ ରବିବାର । ଚନ୍ଦ୍ର – ମୀନ ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୦୮.୫୮ ଗତେ ୨ୟା । ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୫୮ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ –
ପ୍ରାତଃ – ୦୬.୨୭ ରୁ ୦୮.୫୦
ଦିବା – ୦୧.୦୬ ରୁ ୦୩.୧୨
ଦିବା – ୦୩.୫୯ ରୁ ୦୪.୦୫
ରାତ୍ରି – ୦୮.୦୦ ରୁ ୦୯.୩୬
ରାତ୍ରି – ୧୨.୦୧ ରୁ ୦୧.୦୮
ରାତ୍ରି – ୦୨.୩୯ ରୁ ୦୫.୪୦
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୦୫ ରୁ ୦୫.୩୫
କାଳବେଳା - ଦିବା ୧୧.୩୭ ରୁ ୦୧.୦୬
ବାରବେଳା - ଦିବା ୧୦.୦୮ ରୁ ୧୧.୩୭
କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୩୯

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।