Today Panchang 28th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୨୮ ଶୁକ୍ରବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର। ତିଥି – ପୂର୍ଣ୍ଣିମା ଦିବା ୦୯.୪୮ ଗତେ ପ୍ରତିପଦା। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର। ଘାତବାର – ବିଛା, ଧନୁ ଓ ମୀନ ରାଶିର। ପୁଷ୍କରଦୋଷ - ରାତ୍ରି ୦୩.୧୨ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ –
ପ୍ରାତଃ - ୦୫.୩୩ ରୁ ୦୬.୨୩
ପ୍ରାତଃ - ୦୭.୧୩ ରୁ ୦୮.୪୦
ଦିବା – ୧୨.୧୨ ରୁ ୦୨.୪୨
ଦିବା - ୦୪.୨୨ ରୁ ୦୬.୦୧
ରାତ୍ରି - ୦୭.୩୪ ରୁ ୦୮.୫୪
ରାତ୍ରି - ୦୧.୪୩ ରୁ ୦୪.୦୧
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୪ ରୁ ୧୧.୪୭
କାଳବେଳା - ଦିବା ୧୦.୧୪ ରୁ ୧୧.୪୭
ବାରବେଳା - ଦିବା ୦୮.୪୦ ରୁ ୧୦.୧୪
କାଳରାତ୍ରି – ରାତ୍ରି ୦୮.୫୪ ରୁ ୧୦.୨୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।