Today Panchang 29th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୨୯ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୯.୩୬ ଗତେ ମୀନ । ତିଥି – ପ୍ରତିପଦ ଦିବା ୦୯.୫୭ ଗତେ ୨ୟା । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର , ରାତ୍ରି ୦୯.୩୬ ଗତେ ଧନୁ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୯.୫୭ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୪୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ –
ଦିବା – ୧୦.୧୪ ରୁ ୦୧.୦୨
ରାତ୍ରି – ୦୮.୧୯ ରୁ ୧୦.୩୮
ରାତ୍ରି – ୧୨.୧୦ ରୁ ୦୧.୪୩
ରାତ୍ରି – ୦୨.୨୯ ରୁ ୦୪.୦୧
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୪
କାଳବେଳା - ପ୍ରାତଃ ୦୫.୩୪ ରୁ ୦୭.୦୭ ଓ ଦିବା ୦୪.୨୭ ରୁ ୦୬.୦୧
ବାରବେଳା - ଦିବା ୦୧.୨୦ ରୁ ୦୨.୫୪
କାଳରାତ୍ରି – ସନ୍ଧ୍ୟା ୦୬.୦୧ ରୁ ୦୭.୨୭ ଓ ରାତ୍ରି ୦୪.୦୭ ରୁ ୦୫.୩୪
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।