Today Panchang 2nd October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 02, 2026 - 09:03
Today Panchang 2nd October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୨ ଶୁକ୍ରବାର । ଚନ୍ଦ୍ର – ବୃଷ ଦିବା ୦୩.୪୦ ଗତେ ମିଥୁନ । ତିଥି – ୬ଷ୍ଠୀ ଦିବା ୧୦.୧୫ ଗତେ ୭ମୀ । ଘାତଚନ୍ଦ୍ର – ବିଛା ରାଶିର,ଦିବା ୦୩.୪୦ ଗତେ କନ୍ୟା ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ଦିବା ୧୦.୧୫ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୪୧ ରୁ ୦୬.୨୮
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୧.୫୯ ରୁ ୦୩.୦୮
ଦିବା – ୦୩.୫୬ ରୁ ୦୫.୩୦
ସନ୍ଧ୍ୟା – ୦୬.୧୯ ରୁ ୦୮.୩୩
ରାତ୍ରି – ୧୨.୦୦ ରୁ ୦୧.୩୭
ରାତ୍ରି – ୦୨.୨୬ ରୁ ୦୪.୦୪
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୦୭ ରୁ ୧୧.୩୫
କାଳବେଳା - ଦିବା ୧୦.୦୭ ରୁ ୧୧.୩୫
ବାରବେଳା - ଦିବା ୦୮.୩୮ ରୁ ୧୦.୦୭
କାଳରାତ୍ରି – ରାତ୍ରି ୦୮.୩୩ ରୁ ୧୦.୦୪

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।