Today Panchang 30th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୩୦ ବୁଧବାର । ଚନ୍ଦ୍ର – ମେଷ ଦିବା ୦୧.୧୩ ଗତେ ବୃଷ । ତିଥି – ୪ର୍ଥୀ ଦିବା ୦୨.୫୫ ଗତେ ୫ମୀ । ଘାତଚନ୍ଦ୍ର – ମେଷ ରାଶିର,ଦିବା ୦୧.୧୩ ଗତେ ବିଛା ରାଶିର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ପ୍ରାତଃ ୦୭.୩୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୪୦ ରୁ ୦୮.୦୩
ଦିବା – ୧୦.୨୫ ରୁ ୧୧.୩୬
ଦିବା – ୦୧.୩୫ ରୁ ୦୩.୫୭
ସନ୍ଧ୍ୟା – ୦୬.୨୧ ରୁ ୦୭.୦୯
ରାତ୍ରି – ୦୮.୪୬ ରୁ ୦୨.୩୮
ରାତ୍ରି – ୦୪.୦୯ ରୁ ୦୫.୪୦
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୩୬ ରୁ ୦୧.୦୫
କାଳବେଳା - ଦିବା ୦୮.୩୮ ରୁ ୧୦.୦୭
ବାରବେଳା - ଦିବା ୧୧.୩୬ ରୁ ୦୧.୦୫
କାଳରାତ୍ରି – ରାତ୍ରି ୦୨.୩୮ ରୁ ୦୪.୦୯
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।