Today Panchang 4th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୪ ଶୁକ୍ରବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି – ୮ମୀ ରାତ୍ରି ୧୨.୧୩ ଗତେ ୯ମୀ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ –
ପ୍ରାତଃ – ୦୫.୩୫ ରୁ ୦୬.୨୪
ପ୍ରାତଃ – ୦୭.୧୪ ରୁ ୦୮.୪୦
ଦିବା – ୧୨.୧୦ ରୁ ୦୨.୩୮
ଦିବା – ୦୪.୧୭ ରୁ ୦୫.୫୫
ସନ୍ଧ୍ୟା – ୦୭.୨୯ ରୁ ୦୮.୫୦
ରାତ୍ରି – ୦୧.୪୨ ରୁ ୦୪.୦୨
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୩ ରୁ ୧୧.୪୫
କାଳବେଳା - ଦିବା ୧୦.୧୩ ରୁ ୧୧.୪୫
ବାରବେଳା - ଦିବା ୦୮.୪୦ ରୁ ୧୦.୧୩
କାଳରାତ୍ରି – ରାତ୍ରି ୦୮.୫୦ ରୁ ୧୦.୧୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।