Today Panchang 6th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 06, 2026 - 08:11
Today Panchang 6th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୬ ମଙ୍ଗଳବାର। ଚନ୍ଦ୍ର – କର୍କଟ ରାତ୍ରି ୧୦.୧୮ ଗତେ ସିଂହ। ତିଥି - ୧୧ଶୀ ରାତ୍ରି ୧୨.୩୪ ଗତେ ୧୨ଶୀ। ଘାତଚନ୍ଦ୍ର – ରାତ୍ରି ୧୦.୧୮ ଗତେ କର୍କଟ ଓ ମକର ରାଶିର। ଘାତବାର – ମକର ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୩୪ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ –
ପ୍ରାତଃ – ୦୫.୪୨ ରୁ ୦୬.୨୯
ଦିବା – ୦୮.୩୮ ରୁ ୧୧.୧୧
ସନ୍ଧ୍ୟା – ୦୫.୨୭ ରୁ ୦୬.୫୯
ରାତ୍ରି – ୦୮.୩୧ ରୁ ୦୮.୪୩
ରାତ୍ରି – ୦୯.୩୨ ରୁ ୧୧.୫୯
ରାତ୍ରି – ୦୧.୩୭ ରୁ ୦୩.୧୫
ରାତ୍ରି – ୦୪.୦୪ ରୁ ୦୫.୪୨
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୩୦ ରୁ ୦୩.୫୯
କାଳବେଳା - ଦିବା ୦୧.୦୨ ରୁ ୦୨.୩୦
ବାରବେଳା - ପ୍ରାତଃ ୦୭.୧୦ ରୁ ୦୮.୩୮
କାଳରାତ୍ରି – ସନ୍ଧ୍ୟା ୦୬.୫୯ ରୁ ୦୮.୩୧

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।