Today Panchang 7th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି - ୯ମୀ ଦିବା ୦୪.୩୭ ଗତେ ୧୦ମୀ । ଘାତଚନ୍ଦ୍ର - ବିଛା ରାଶିର ଅହୋରାତ୍ର । ଘାତବାର – ବିଛା, ଧନୁ ଓ ମୀନ ରାଶିର । ପୁଷ୍କରଦୋଷ - ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୪୨ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୨୮ ରୁ ୦୬.୧୯
ପ୍ରାତଃ - ୦୭.୧୦ ରୁ ୦୮.୪୦
ଦିବା – ୧୨.୧୭ ରୁ ୦୨.୫୧
ଦିବା - ୦୪.୩୪ ରୁ ୦୬.୧୬
ରାତ୍ରି - ୦୭.୪୬ ରୁ ୦୯.୦୪
ରାତ୍ରି - ୦୧.୪୪ ରୁ ୦୩.୫୮
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୬ ରୁ ୧୧.୫୨
କାଳବେଳା - ଦିବା ୧୦.୧୬ ରୁ ୧୧.୫୨
ବାରବେଳା - ଦିବା ୦୮.୪୦ ରୁ ୧୦.୧୬
କାଳରାତ୍ରି – ରାତ୍ରି ୦୯.୦୪ ରୁ ୧୦.୨୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।