Today Panchang 7th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।
ଇଂରାଜୀରେ ତାରିଖ ୦୭ ଶନିବାର ।
ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୫.୧୫ ଗତେ ତୁଳା ।
ତିଥି - ୧୩ଶୀ ଦିବା ୧୦.୪୮ ଗତେ ୧୪ଶୀ ।
ଘାତଚନ୍ଦ୍ର - ବୃଷ ରାଶିର ସନ୍ଧ୍ୟା ୦୫.୧୫ ପର୍ଯ୍ୟନ୍ତ ।
ଘାତବାର – ବୃଷ, ସିଂହ ଓ କନ୍ୟା ରାଶିର ।
ପୁଷ୍କରଦୋଷ - ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ- ପ୍ରାତଃ - ୦୭.୨୩ ରୁ ୦୮.୪୨ ଦିବା - ୧୧.୫୨ ରୁ ୧୨.୫୪ ଦିବା - ୦୨.୧୮ ରୁ ୦୨.୫୧ ଦିବା - ୦୩.୩୬ ରୁ ୦୩.୪୨ ରାତ୍ରି - ୦୨.୨୯ ରୁ ୦୩.୨୧ ଅଶୁଭ ସମୟ- ରାହୁକାଳ - ଦିବା ୦୮.୪୨ ରୁ ୧୦.୦୬ କାଳବେଳା - ପ୍ରାତଃ ୦୫.୫୪ ରୁ ୦୭.୧୮ ଓ ଦିବା ୦୩.୪୨ ରୁ ୦୫.୦୬ ବାରବେଳା - ଦିବା ୧୨.୫୪ ରୁ ୦୨.୧୮ କାଳରାତ୍ରି – ସନ୍ଧ୍ୟା ୦୫.୦୬ ରୁ ୦୬.୪୨ ଓ ରାତ୍ରି ୦୪.୧୮ ରୁ ୦୫.୫୪ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।