Today Panchang 7th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ବୁଧବାର । ଚନ୍ଦ୍ର – ସିଂହ ଅହୋରାତ୍ର । ତିଥି - ୧୨ଶୀ ରାତ୍ରି ୧୧.୧୬ ଗତେ ୧୩ଶୀ । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୧୬ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୫.୪୨ ରୁ ୦୮.୦୩
ଦିବା – ୧୦.୨୪ ରୁ ୧୧.୩୪
ଦିବା – ୦୧.୩୧ ରୁ ୦୩.୫୨
ସନ୍ଧ୍ୟା – ୦୬.୧୫ ରୁ ୦୭.୦୪
ରାତ୍ରି – ୦୮.୪୨ ରୁ ୦୨.୩୮
ରାତ୍ରି – ୦୪.୧୦ ରୁ ୦୫.୪୨
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୩୪ ରୁ ୦୧.୦୨
କାଳବେଳା - ଦିବା ୦୮.୩୮ ରୁ ୧୦.୦୬
ବାରବେଳା - ଦିବା ୧୧.୩୪ ରୁ ୦୧.୦୨
କାଳରାତ୍ରି – ରାତ୍ରି ୦୨.୩୮ ରୁ ୦୪.୧୦
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।