Today Panchang 8th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ଶନିବାର । ଚନ୍ଦ୍ର – ବୃଷ ରାତ୍ରି ୦୩.୪୮ ଗତେ ମିଥୁନ । ତିଥି – ୧୦ମୀ ଦିବା ୦୧.୫୯ ଗତେ ୧୧ଶୀ । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୦୩.୪୮ ଗତେ କନ୍ୟା ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୧୬ ରୁ ୦୧.୦୯
ରାତ୍ରି – ୦୮.୩୦ ରୁ ୧୦.୪୫
ରାତ୍ରି – ୧୨.୧୪ ରୁ ୦୧.୪୪
ରାତ୍ରି – ୦୨.୨୯ ରୁ ୦୩.୫୯
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୬
କାଳବେଳା - ପ୍ରାତଃ ୦୫.୨୮ ରୁ ୦୭.୦୪ ଓ ଦିବା ୦୪.୪୦ ରୁ ୦୬.୧୬
ବାରବେଳା - ଦିବା ୦୧.୨୮ ରୁ ୦୩.୦୪
କାଳରାତ୍ରି – ସନ୍ଧ୍ୟା ୦୬.୧୬ ରୁ ୦୭.୪୦ ଓ ରାତ୍ରି ୦୪.୦୪ ରୁ ୦୬.୧୬
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।