Today Panchang 8th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 08, 2026 - 07:43
Today Panchang 8th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ଗୁରୁବାର । ଚନ୍ଦ୍ର – ସିଂହ ରାତ୍ରି ୦୩.୧୮ ଗତେ କନ୍ୟା । ତିଥି - ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର,ରାତ୍ରି ୦୩.୧୮ ଗତେ ବୃଷ ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ରାତ୍ରି ୦୯.୨୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୪୨ ରୁ ୦୭.୧୬
ସନ୍ଧ୍ୟା – ୦୬.୧୪ ରୁ ୦୯.୩୧
ରାତ୍ରି – ୦୧.୦୬ ରୁ ୦୩.୧୫
ରାତ୍ରି – ୦୪.୦୪ ରୁ ୦୫.୪୩
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୦୧ ରୁ ୦୨.୨୯
କାଳବେଳା - ଦିବା ୦୨.୨୯ ରୁ ୦୩.୫୭
ବାରବେଳା - ଦିବା ୦୩.୫୭ ରୁ ୦୫.୨୫
କାଳରାତ୍ରି – ରାତ୍ରି ୧୧.୩୪ ରୁ ୦୧.୦୬

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।